#କଲେଜ_ଭିତରେ_ବରାଟ_ଅଜଗର
କଲେଜ ଭିତରୁ ଦଶ ଫୁଟର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ପାହାଚ ତଳୁ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ ।
#PythonRescue #Subarnapur #WildlifeRescue #SnakeRescue #ForestDepartment #OTV
23559.8K


