ଓଟିଭି✓@otvkhabar·4y#ଅଣ୍ଡା_ଗୋଟା_୨୦_ଟଙ୍କା ! ପାକିସ୍ତାନରେ ଭୟଙ୍କର ସ୍ଥିତି। ଅଣ୍ଡା ଗୋଟା ୨୦ ଟଙ୍କା। ସଉଦାପତ୍ର ମିଳୁ ନାହିଁ। କାନ୍ଦି କାନ୍ଦି ଦେଶର ଦୟନୀୟ ଅବସ୍ଥା ବଖାଣିଲେ ଏ ମହିଳା... #PakistanLady #OTVDownloadShareCopied614772737.4K
ଓଟିଭି✓@otvkhabar·7yଓଟିଭି ସାମ୍ବାଦିକଙ୍କୁ ଟାଣିନେଇ ତାଳିମାରି ଅପମାନିତ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି #OTVDownloadShareCopied18654494
ଓଟିଭି✓@otvkhabar·6y#କ୍ରିକେଟ୍_କ୍ୱିଜ୍: ୧୯୮୩ ମସିହାରେ ଭାରତୀୟ କ୍ରିକେଟ୍ ଟିମ୍ କପିଳ ଦେବଙ୍କ ନେତୃତ୍ୱରେ ଦେଶ ପାଇଁ ପ୍ରଥମ ବିଶ୍ୱକପ୍ ଆଣିଥିଲା। ପ୍ରଶ୍ନ ହେଲା- କେଉଁ ଦଳକୁ ହରାଇ ଟିମ୍ ଇଣ୍ଡିଆ ବିଶ୍ୱକପ୍ ବିଜେତା ହୋଇଥିଲା? #CricketQuiz #OTV #OdishaTVDownloadShareCopied24317525
ଓଟିଭି✓@otvkhabar·2yବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। #Odisha #OSSSC #OTVDownloadShareCopied6018998158.2K
ଓଟିଭି✓@otvkhabar·2y#ଓଟିଭି_ଜନମତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ଉଚିତ୍ କି ? #OTV #Janamata #SocialMediaSurvey #publicopinion #RavenshawUniversityDownloadShareCopied1K2267178.3K
ଓଟିଭି✓@otvkhabar·6y#ଫଟୋକ୍ୱିଜ୍ ଫଟୋରେ ଥିବା ଏହି ମନ୍ଦିରଟିର ନାଁ କ'ଣ? କମେଣ୍ଟ ବକ୍ସରେ ଲେଖନ୍ତୁ ଉତ୍ତର... #PhotoQuiz #OTV #Otvkhabar #OdishaDownloadShareCopied27417678
ଓଟିଭି✓@otvkhabar·2y‘ବାପା ଏବେ ବ୍ୟସ୍ତ ଥିବେ କିଛି କହିନି, କିନ୍ତୁ ସାଙ୍ଗ ମେସେଜ୍ କରି ପାର୍ଟି ମାଗୁଛନ୍ତି’: ମୋହନ ମାଝୀଙ୍କ ପୁଅ #MohanMajhi #NewCM #OTVDownloadShareCopied65601.1K48.3K