Collector and District Magistrate Puri✓

@dm_puri

This is the Official Twitter Account of Puri District Administration (Odisha) #DistrictAdministrationPuri

  • Joined
120 Following140K Followers9.8K Posts
  1. Collector and District Magistrate Puri✓@dm_puri
    ଶ୍ରୀକ୍ଷେତ୍ରରେ ପବିତ୍ର କାର୍ତ୍ତିକ ବ୍ରତ: ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ହବିଷ୍ୟାଳୀ ମା’ମାନଙ୍କର ରାଇଦାମୋଦର ପୂଜା ଓ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ। 🙏✨ #Puri #KartikaMasa #Habisyali #JayJagannath
    Download
    102822
  2. Collector and District Magistrate Puri✓@dm_puri
    ହବିଷ୍ୟାଳୀ କେନ୍ଦ୍ରରେ ଜିଲ୍ଲାପାଳଙ୍କ ପରିଦର୍ଶନ • ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟ ବରିଷ୍ଠ ଅଧକାରୀବୃନ୍ଦ। ଶୃଙ୍ଖଳିତ ଦର୍ଶନ, ମହାପ୍ରସାଦ ସେବନ ଓ ରହଣି ବ୍ୟବସ୍ଥାରେ ଖୁସି ବ୍ୟକ୍ତ କଲେ ହବିଷ୍ୟାଳୀ ମା’ମାନେ। 🙏✨ #Puri #Habisyali #KartikaBrata #JaiJagannath #Odisha #PuriAdministration
    Download
    51292.7K
  3. Collector and District Magistrate Puri✓@dm_puri
    Collector and District Magistrate Puri
    RT @MohanMOdisha: ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ଏହାର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ନେଇ ଆଜି SRC କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କଲି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଦ୍ୟୁତ୍, ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଲି। ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ପ୍ରଭାବିତ ଲୋକଙ୍କ ନିକଟରେ ସମୟୋଚିତ ସହାୟତା ପହଞ୍ଚାଇବା ସହ ସ୍ୱାଭାବିକ ଜୀବନଯାତ୍ରା ଶୀଘ୍ର ଫେରାଇ ଆଣିବା ଆମର ଲକ୍ଷ୍ୟ। Reviewed the preparedness and response measures for Cyclone ‘Arnab’ at the SRC office today. Directed officials to prioritise public safety, expedite rescue and relief operations, ensure essential services are restored promptly, and maintain close coordination among all departments to provide timely assistance and restore normalcy
    0100677
  4. Collector and District Magistrate Puri✓@dm_puri
    🙏 ଭକ୍ତିରେ ଭିଜୁଛି ହବିଷ୍ୟାଳୀ ଶିବିର, ଶ୍ରୀ ଜଗନ୍ନାଥଙ୍କ ନାମରେ ମୁଖରିତ ପରିବେଶ! 🌺 ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀ ମା’ମାନଙ୍କ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକ ଭାବନାର ଅନନ୍ୟ ଦୃଶ୍ୟ। 🪔❤️ ଜୟ ଜଗନ୍ନାଥ! 🙏 #Habishyali2026 #KartikaBrata #JaiJagannath #Puri #Odisha #SpiritualOdisha #HabishyaliMaa #JagannathDham #Devotion
    Download
    02111.1K
  5. Collector and District Magistrate Puri✓@dm_puri
    Collector and District Magistrate Puri
    RT @CMO_Odisha: ଲୋକଙ୍କ ସରକାରରେ ଆସ୍ଥାକୁ ମିଳୁଛି ସମ୍ମାନ, ବରିଷ୍ଠଙ୍କ ସ୍ୱପ୍ନ ହେଉଛି ସାକାର। ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳୀ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ, ବରଂ ଆସ୍ଥା, ସେବା ଓ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନର ଏକ ଆତ୍ମୀୟ ପ୍ରତିଫଳନ। Faith is being honoured, and the dreams of senior citizens are becoming a reality. The Baristha Nagarika Tirtha Yatra Yojana provides senior citizens with the opportunity to visit sacred pilgrimage sites across the country, reflecting a commitment to faith, service, and respect for the elderly.
    030419
  6. Collector and District Magistrate Puri✓@dm_puri
    ପୁରୀର ହବିଷ୍ୟାଳୀ ଶିବିରରେ ଅତ୍ୟନ୍ତ ଆନନ୍ଦ ଓ ଭକ୍ତିଭାବ ସହ ମା’ମାନେ କାର୍ତ୍ତିକ ବ୍ରତ ପାଳନ ପୂର୍ବକ ବୃନ୍ଦାବତୀ ପୂଜନ ଏବଂ ରାଇ ଦାମୋଦର ପୂଜା କରୁଛନ୍ତି। 🙏🌿 #Puri #Shreekhetra #Habisyali #KartikaMasa #KartikaBrata
    Download
    03141.3K
  7. Collector and District Magistrate Puri✓@dm_puri
    ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ଅପରାହ୍ନ ରେ ୧୨୭ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି। ସେମାନେ ଆଜି ଭୁବନେଶ୍ୱର ରେ ରହିବେ ଓ ଆସନ୍ତା କାଲି ବାରାଣସୀ ଅଯୋଧ୍ୟା ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ରେ ଯାତ୍ରା କରିବେ।ଏହି ବରିଷ୍ଠ ନାଗରିକ ମାନେ ବାରାଣସୀ ଅଯୋଧ୍ୟା ପରିଭ୍ରମଣ କରିବା ସହ ନଭେମ୍ବର ମାସ ୨ ତାରିଖରେ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ ପାଇଁ ୪ ଜଣ ସହକାରୀ ମଧ୍ୟ ସାଥିରେ ଯାଇଛନ୍ତି।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରା ର ସଫଳତା କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ କୁମାର ରାଉତ, ଦେବସ୍ମିତା ମହାନ୍ତି ଓ ପର୍ଯ୍ୟଟନ କାର୍ଯ୍ଯାଳୟ କର୍ମଚାରୀ ପ୍ରମୁଖ ତୀର୍ଥଯାତ୍ରୀ ଙ୍କୁ ସହଯୋଗ ପ୍ରଦାନ କରିଥିଲେ। ନିଜ ନିଜର ଦାୟିତ୍ୱ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀ ମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀ ଙ୍କୁ ଅନୁରୋଧ କରା ଯାଇଥିଲା।
    Download
    11151.8K
  8. Collector and District Magistrate Puri✓@dm_puri
    ବାତ୍ୟା ଓ ପ୍ରବଳ ବର୍ଷାର ସମ୍ଭାବନା ସତ୍ତ୍ବେ ସମସ୍ତ ହବିଷ୍ୟାଳୀ ମା ମାନଙ୍କୁ ସୁବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ନିଆଯାଇ ମହାପ୍ରଭୁଙ୍କ ଦର୍ଶନ କରାଯାଇଛି ।। #JaiJagannath #Puri #Srikhetra #Habishyali #KartikaMasa
    Download
    14261.5K
  9. Collector and District Magistrate Puri✓@dm_puri
    ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସାଧୁତାର ଶପଥପାଠ ଦୁର୍ନୀତିମୁକ୍ତ ସମାଜ ଗଠନ ଓ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ପୂର୍ବାହ୍ନରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ପୁରୀ ଜିଲ୍ଲା ଓସୱାନ୍ ହଲ୍‌ରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ ଓସୱାନ୍ ହଲ୍‌ରେ ମଧ୍ୟ ଅନୁରୂପ ଭାବେ ସାଧୁତାର ଶପଥପାଠ କରାଯାଇଥିଲା।
    Download
    0161.2K
  10. Collector and District Magistrate Puri✓@dm_puri
    Collector and District Magistrate Puri
    RT @OdishaCeo: 🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙 ✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର! ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ। ✅ ଅନଲାଇନ୍‌ରେ ଆବେଦନ କରନ୍ତୁ: 💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ! #NewVoter #Form6 #CEOOdisha #ElectoralRoll #ECI
    0100582
  11. Collector and District Magistrate Puri✓@dm_puri
    🌧️ ପ୍ରବଳ ବର୍ଷା ସତ୍ତ୍ୱେ ହବିଷ୍ୟାଳି ମା’ମାନଙ୍କ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳି ମା’ମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ହବିଷ୍ୟାଳି ମା’ମାନଙ୍କ ସୁବିଧାଜନକ ଓ ସୁରକ୍ଷିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। #Habisyali #Puri #ShreeJagannath #PuriDistrictAdministration
    Download
    43231.9K
  12. Collector and District Magistrate Puri✓@dm_puri
    ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀବୃନ୍ଦ ତିନିଗୋଟି ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ରହୁଥିବା ହବିଷ୍ୟାଳୀ ମା’ମାନଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କର ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। #Habisyali #KartikaMasa #HabisyaliShibir #Puri #DistrictAdministration
    Download
    0371.5K