Posts with #Badamba

#Badamba

Public posts on X that use #Badamba.

Related hashtags

  1. ଓଟିଭି✓@otvkhabar
    କଟକ ବଡ଼ମ୍ବା ଗଡ଼ଜାତର ଅଧିଷ୍ଠାତୀ ଦେବୀ ମାଆ ଭଟ୍ଟାରିକା ପୀଠରେ ରତ୍ନଗିରି ପାହାଡ଼ରୁ ଡାଳ ଓ ମାଆ ଭଟ୍ଟାରିକାଙ୍କ ପାଦୁକା ପାଣି ନେଇ ରୋଗରେ ପଡିଥିବା ଗାଈ ଗୋରୁଙ୍କୁ ଦେଲେ ମାଙ୍କ ଆଶୀର୍ବାଦରୁ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। #MaaBhattarika #BhattarikaPitha #Badamba #Cuttack #GopalaCommunity #OdishaTV #OTV
    Download
    01325.6K
  2. ଓଟିଭି✓@otvkhabar
    #ଗୋମାଫିଆକୁ_ଆଜୀବନ -ଆଠଗଡ଼: ବଡ଼ମ୍ବା ଅଞ୍ଚଳର ଗୋମାଫିଆ ତାଜୁଦ୍ଦିନ୍‌ ଖାନ୍‌କୁ ଆଜୀବନ ଜେଲ୍‌ -ଆଜୀବନ ସହ ୫ ଲକ୍ଷ ଜରିମାନା, ଅନାଦେୟ ୩ ବର୍ଷ ଅଧିକ ଜେଲ୍ -ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ -ତିଗିରିଆ ଥାନା ଅଞ୍ଚଳରେ ବେଆଇନ ଗୋଚାଲାଣ ମାମଲାରେ କାରାଦଣ୍ଡ #Athagarh #Badamba #TajuddinKhan #CattleMafia #LifeImprisonment #IllegalCattleSmuggling #OTV
    Download
    0083.1K
  3. ଓଟିଭି✓@otvkhabar
    ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା.. ବାଲ୍ଟି ଫୋପାଡ଼ି ଡାକ୍ତରଙ୍କୁ ଆକ୍ରମଣ. ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ.. ଗୁରୁତର ଡାକ୍ତରଙ୍କୁ କଟକ ସ୍ଥାନାନ୍ତର.. ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କଲା ପୋଲିସ୍.. #Badamba #ManiabandhaCHC #DoctorAttacked #OTV
    Download
    03132.1K
  4. Argus News✓@ArgusNews_in
    #ପ୍ରଶାସନ_ଶୁଣିଲାନି_ରାସ୍ତା_ବନ୍ଦ_କଲେ_ଲୋକେ ବଡ଼ମ୍ବା: ପ୍ରବଳ ବର୍ଷାପାଣି ଯୋଗୁଁ ଗୋପୀନାଥପୁର ରାସ୍ତା ବନ୍ଦ ରାସ୍ତା ବନ୍ଦ କଲେ ଗ୍ରାମବାସୀ, ବଡ଼ମ୍ବା-ବାଙ୍କୀ ଯୋଗାଯୋଗ ଠପ୍‌ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି କରୁଥିଲେ ପ୍ରଶାସନ ନ ଶୁଣିବାରୁ ଅସନ୍ତୋଷ ପ୍ରକାଶ କରି ରାସ୍ତା ବନ୍ଦ କଲେ #Kataka #Badamba #RoadBlock #ArgusNews #RainWaterLogging
    Download
    003396
  5. ଓଟିଭି✓@otvkhabar
    ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ କାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ...ଦିବ୍ୟ ବେଶ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କର ସମାଗମ #MaaBhattarika #BhattarikaTemple #Badamba #MaaKali #Mahakali #KaliBesha #OTV
    Download
    0031.5K
  6. Kanak News✓@kanak_news
    #ବାଇକ୍‌_ସମେତ_ନଗଦ_୫୦_ହଜାର_ଟଙ୍କା_ଜବତ ଦୁଇ ଲୁଟେରା ଗିରଫ। ବାଇକ୍‌ ସମେତ ନଗଦ ୫୦ ହଜାର ଟଙ୍କା ଜବତ । ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ମାମଲାରେ ବଡ଼ମ୍ବା ଥାନା ପୋଲିସକୁ ସଫଳତା । #Badamba #Odisha #KanakNews
    Download
    015483
  7. ଓଟିଭି✓@otvkhabar
    ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼। ମାଣିଆବନ୍ଧ ଥାନା କୁଆଁରପାଳ ଛକରେ ୪ ରାଉଣ୍ଡ ଗୁଳିମାଡ଼। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। #Badamba #SarpanchHusbandAttacked #GunFiring #OTV
    Download
    0043.7K
  8. NandighoshaTV✓@NandighoshaTV
    ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବା ପାଇଁ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ପ୍ରସିଦ୍ଧ ବାବା ସିଂହନାଥ ପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । #nandighoshatv #odisha #badamba #cuttack
    Download
    004493
  9. Argus News✓@ArgusNews_in
    #Cuttack: Notorious cattle smuggling kingpin Yusuf Khan arrested by Badamba Police in Cuttack district. Multiple cases pending against him in Narsinghpur, Kanpur & Tigiria PS limits, including assault on police. Native of Karadapalli village, Tigiria. #CowSmuggling #Badamba #Odisha #Crime
    Download
    0312202
  10. Argus News✓@ArgusNews_in
    #ମକର_ମେଳା_ପାଇଁ_ବନ୍ଦ_ରହିବ_ଟି-ସେତୁ ବଡ଼ମ୍ବା ସିଂହନାଥ ମକର ମେଳା ପାଇଁ ବନ୍ଦ ରହିବ ଟି-ସେତୁ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଟି- ସେତୁ ସକାଳ ୭ରୁ ସନ୍ଧ୍ୟା ୭ ଘଟିକା ୧୨ ଘଣ୍ଟା ବନ୍ଦ ରହିବ ଟି-ସେତୁ ଗୋପୀନାଥପୁର ଓ ବୈଦେଶ୍ୱର ଉଭୟ ପଟୁ ବନ୍ଦ ରହିବ ବାଟ ସିଂହନାଥ ପୀଠରେ ପ୍ରସ୍ତୁତି ବୈଠକ ପରେ ନିଷ୍ପତ୍ତି #Cuttack #Badamba #MakarMela #SinghanathTemple #T_Setu
    Download
    022134
  11. Kanak News✓@kanak_news
    ବଡମ୍ବା ଅଞ୍ଚଳରେ ହାତୀପଲ ଆତଙ୍କ। ସଞ୍ଜ ନଇଁଲେ ଚାଷଜମି ମୁହାଁ ୨୨ ଟିକିଆ ହାତୀପଲ। #Elephant #Badamba #KanakNews
    0010
  12. NandighoshaTV✓@NandighoshaTV
    ବଡ଼ମ୍ବା ବ୍ଲକ ନରଣପୁର ଗାଁରେ କୁମ୍ଭୀର ଆତଙ୍କ, କାଳିକା ମନ୍ଦିର ସମ୍ମୁଖ ସିଆରିଆ ନାଳରେ କୁମ୍ଭୀର ଦେଖାଯିବା ପରେ ଲୋକେ ଭୟଭୀତ #Odisha #NandighoshaTV #Badamba
    Download
    012380
  13. ଓଟିଭି✓@otvkhabar
    #ସହାୟତା_ଦେବାକୁ_କହି_ଦିବ୍ୟାଙ୍ଗଙ୍କ_ଠାରୁ_ଖାଇଗଲେ_ପଇସା ଦିବ୍ୟାଙ୍ଗ ଡ୍ରାଇଭରଙ୍କ ଟଙ୍କା ଖାଇଗଲେ ବୋଲି ଆସିଲା ବଡ଼ ଅଭିଯୋଗ । ଓଡିଶା ଡ୍ରାଇଭର ମହାସଂଘ ନାଁରେ ଅଭିଯୋଗ ଆଣି ୫୦ ସଦସ୍ୟ ବାହାରିଲେ... #OdishaDriverMahasangh #Badamba #Cuttack #Odisha #OTV
    Download
    01282.6K
  14. NandighoshaTV✓@NandighoshaTV
    #ଗାଡିରୁ_ଟାଙ୍କି_ଖୋଲି_ଆଣିଲେ_ପେଟ୍ରୋଲ ଏଣିକି ଆଉ ପ୍ଲାଷ୍ଟିକ ବୋତଲରେ ମିଳୁନି ପେଟ୍ରୋଲ। ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଗାଡ଼ିର ଟାଙ୍କୀକୁ ଖୋଲି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇ ଆସିଛନ୍ତି। ଏବଂ ସେଥିରେ ପେଟ୍ରୋଲ ନେଉଛନ୍ତି ଦେଖନ୍ତୁ... #odisha #badamba #petrol #nandighoshatv
    Download
    12502K
  15. NandighoshaTV✓@NandighoshaTV
    ବଡମ୍ବା ତହସିଲ ଆଗରେ ସାନବାରସିଂହ ରାଜସ୍ବ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପଶି ଆରଆଇଙ୍କୁ ମାଡ ମାରିବା, ଜାତିଗତ ଆକ୍ଷେପ ଓ ଅଫିସରେ ଭଙ୍ଗାରୁଜା ଘଟଣାର ପ୍ରତିବାଦ କରି ଅଧିକାରୀ ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି #nandighoshatv #Odisha #badamba
    Download
    013321
  16. News18 Odia✓@News18Odia
    #ବିଜେଡି_ନେତା_ଦେବୀ_ମିଶ୍ରଙ୍କୁ_ଝଟକା -ବିଜେଡିରୁ ଇସ୍ତଫା ଦେଲେ ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ -ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ଇସ୍ତଫା -ଇସ୍ତଫା ନେଇ ସୋସିଆଲ ମିଡିଆରେ ସୂଚନା -ବିଜେପିରେ ମିଶିବା ନେଇ ଫୋନ ଯୋଗେ ସୂଚନା #BJD #Badamba
    Download
    31651.9K
  17. ଓଟିଭି✓@otvkhabar
    ତନ୍ତ୍ର ଓ ମନ୍ତ୍ର ପାଠରେ କମ୍ପୁଛି ଶକ୍ତିପୀଠ। ଚାଲିଛି ଶକ୍ତିମୟୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା। ଦେଖନ୍ତୁ ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କର ଦିବ୍ୟ ଆଳତୀ । #MaaBhatarika #Badamba #Cuttack #OTV
    Download
    0110795
  18. Kanak News✓@kanak_news
    ବଡମ୍ବା ରେଞ୍ଜର ହାତୀ ହତ୍ୟା ଅଭିଯୁକ୍ତକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ପ୍ରତିବାଦରେ ରାସ୍ତାରୋକ , ଭଙ୍ଗାରୁଜା । ରେଞ୍ଜରଙ୍କ ସମେତ ୧୩ଜଣ ଅଟକ #Badamba #Odisha #KanakNews
    00211.2K
  19. Show more posts