Posts with #RedFortAddress

#RedFortAddress

Public posts on X that use #RedFortAddress.

Related hashtags

  1. ଓଟିଭି✓@otvkhabar
    ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ...ଆଜି ଭାରତ ବି ବଡ଼ ସ୍ବପ୍ନ ଦେଖିଛି...୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା...ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି #PMModi #NarendraModi #RedFortAddress #IndependenceDay2026 #BigDreams #ViksitBharat2047 #OTV
    Download
    0021.4K
  2. ଓଟିଭି✓@otvkhabar
    ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ... ଆଉ ଛୋଟ ସ୍ୱପ୍ନ ଦେଖିଲେ ଚଳିବନି..ବଡ଼ ସ୍ୱପ୍ନ ଦେଖିବାକୁ ହେବ, ସଂକଳ୍ପ ଦୃଢ଼ ହେବା ଜରୁରୀ..ସ୍ବପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ #PMModi #NarendraModi #RedFortAddress #IndependenceDay2026 #BigDreams #ViksitBharat2047 #OTV
    Download
    0051.5K
  3. Argus News✓@ArgusNews_in
    ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମେ ସମସ୍ତେ ମିଶି ୨୦୪୭ ସୁଦ୍ଧା ଏକ 'ବିକଶିତ ଭାରତ'ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଛୁ। ଆସନ୍ତୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। #PMModi #NarendraModi #RedFortAddress #IndependenceDay2026 #BigDreams #ViksitBharat2047 #ArgusNews
    Download
    003409
  4. Swamy Yodanand- JEDITVA proponent 🌍@hindujedi
    Please tell me: Should I convert to Islam to get benefits of various schemes meant exclusively for minorities only while excluding Hindus selectively? Why don't you declare India as Islamic State & declare all Hindus as criminals? Pl include reply in your #RedFortAddress
    Narendra Modi @narendramodi
    I am delighted to invite you all to share your valuable inputs for my speech on 15th August. Let your thoughts be heard by 130 crore Indians from the ramparts of the Red Fort. Contribute on the specially created Open Forum on the NaMo App.
    786107
  5. Narendra Modi✓@narendramodi
    I am delighted to invite you all to share your valuable inputs for my speech on 15th August. Let your thoughts be heard by 130 crore Indians from the ramparts of the Red Fort. Contribute on the specially created Open Forum on the NaMo App.
    Download
    7.1K5.8K39.4K
  6. ଓଟିଭି✓@otvkhabar
    ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି...୧୨ ବର୍ଷରେ ଦେଶ ଦ୍ରୁତ ଗତିରେ ବିକାଶ ଅଭିମୁଖେ ଅଗ୍ରସର...ସମର୍ପଣ ଭାବ ସହ ଦେଶ ଶୀର୍ଷକୁ ଛୁଉଁଛି...୧୨ ବର୍ଷରେ ୨୫ କୋଟି ଗରିବୀରୁ ମୁକ୍ତି ପାଇଛନ୍ତି-ପିଏମ୍‌ ମୋଦି #PMModi #NarendraModi #RedFortAddress #IndependenceDay2026 #ViksitBharat2047 #AtmanirbharBharat #OTV
    Download
    0061.6K
  7. Prameya News7✓@NEWS7Odia
    Competitive ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ, ୧ କୋଟି ଯୁବକଙ୍କୁ AI ଶିକ୍ଷା ; ଲାଲକିଲ୍ଲାରୁ PM ମୋଦିଙ୍କ ବଡ଼ ଘୋଷଣା.... | PM Modi Announces Free Online Coaching for Competitive Exams #PMModi #NarendraModi #RedFortAddress #IndependenceDay2026 #YouthPower #AITraining #FreeOnlineCoaching #PMModi #CompetitiveExams #ExamPreparation #YouthPower #Students #OnlineEducation #GovernmentInitiative #CompetitiveExamPreparation #EducationForAll #CareerOpportunities #IndependenceDay2026 #prameyanews7
    Download
    000240
  8. Show more posts