Posts with #OdishaDevelopment

#OdishaDevelopment

Public posts on X that use #OdishaDevelopment.

Related hashtags

  1. ଓଟିଭି✓@otvkhabar
    #ଅଦାନୀ_ସହ_୧ଲକ୍ଷ_୧ହଜାର_କୋଟିର_ଏମଓୟୁ -ଅଦାନୀ ସହ ଓଡ଼ିଶା ସରକାରଙ୍କ ୧ ଲକ୍ଷ ୧ ହଜାର କୋଟିର ଏମଓୟୁ -ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏମଓୟୁ ସ୍ବାକ୍ଷର -ଏହି ଏମ୍‌ଓୟୁ ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ #AdaniOdisha #OdishaDevelopment #InvestInOdisha #Employment #EconomicGrowth #OTV
    Download
    51020028.2K
  2. ଓଟିଭି✓@otvkhabar
    ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ। ରାମେଶ୍ବରରୁ ପାରଦୀପ ୧୬୩ କିମି ରାସ୍ତା ପାଇଁ ମଞ୍ଜୁରୀ । #OdishaPolitics #OdishaDevelopment #CoastalHighway #RameshwarParadip #Khordha #Puri #Kendrapara #Jagatsinghpur #ParadipPort #Infrastructure #HighwayProject #MegaProject #OdishaTV #OTV
    Download
    22141.5K
  3. ଓଟିଭି✓@otvkhabar
    କଟକ ଜିଲ୍ଲା ବଡ଼ମ୍ବାବାସୀଙ୍କ ପାଇଁ ବଡ଼ ଖବର। ୨୦୧୧ରୁ ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନି କଳର ପୁନରୁଦ୍ଧାର ହେବ। ପୋଷଣ ଅଭିଯାନ ପାଇଁ ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍ ! #OdishaDevelopment #Baramba #SugarIndustry #PoshanAbhiyaan #IndustrialRevival #AnganwadiWorkers #SmartphoneScheme #CabinetDecision #OTV
    Download
    1111527
  4. Prithiviraj Harichandan✓@PrithivirajBJP
    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି... ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ @BJP4India @BJP4Odisha @PMOIndia @CMO_Odisha @MohanMOdisha #OdishaGovernment #2YearsOfService #OdishaDevelopment #SamrudhaOdisha #ChiefMinisterOdisha #PrithivirajHarichandan
    Download
    106202
  5. ଓଟିଭି✓@otvkhabar
    60କୋଟି ବିନିମୟରେ ପାଣ୍ଡରାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ବାଲେଶ୍ୱରର ବସ୍ତାରେ ବି ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ଏଠାରେ ପ୍ରତ୍ୟକ୍ଷ ପରୋକ୍ଷରେ ଲକ୍ଷେ ଲୋକ ଜୀବିକା ନିର୍ଭର କରିପାରିବେ । - ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ #OdishaDevelopment #GokulanandaMallik #HygienicFishMarket #OTV
    Download
    25593.7K
  6. ଓଟିଭି✓@otvkhabar
    ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ପ୍ରସ୍ତାବିତ ହେବ ନ୍ୟୁ ସିଟି ମାଷ୍ଟର ପ୍ଲାନ.. ବସିଲା ଷ୍ଟେକ୍‌ ହୋଲ୍ଡର ପରାମର୍ଶ ଓ କିକ୍‌- ଅଫ୍‌ ବୈଠକ.. ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛି ସିଙ୍ଗାପୁରର SJI କମ୍ପାନୀ.. #BhubaneswarMasterPlan #CityMasterPlan #OdishaDevelopment #OTV
    Download
    21563.8K
  7. Prithiviraj Harichandan✓@PrithivirajBJP
    ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ଭାବେ ସମୀକ୍ଷା କରାଯାଇଥାଏ। ଓଡ଼ିଶାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଗୁଣବତ୍ତା ଉପରେ ଗୁରୁତ୍ବ ଦେଇ ତ୍ୱରିତ ବେଗରେ ପ୍ରକଳ୍ପ ଶେଷ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। #OdishaDevelopment #WorksDeptt #GovernmentofOdisha #eGovernance #prithivirajharichandan #ReviewMetting
    Download
    018225
  8. Prameya News7✓@NEWS7Odia
    ଶିଳାନ୍ୟାଶକୁ ବିତିଗଲାଣି ୧୨ବର୍ଷ, କେବେ ଆରମ୍ଭ ହେବ ରାଉରକେଲାର ଅଲଟ୍ରା ମଡ଼ର୍ଣ୍ଣ ମାର୍କେଟ କମ୍ପ୍ଲେକ୍ସ? | Rourkela Ultra Modern Market Complex Project Delayed for Over a Decade #Rourkela #MarketComplex #OdishaDevelopment #InfrastructureDelay #RourkelaNews #UrbanDevelopment #OdishaNews #BreakingNews #PublicIssue #DevelopmentProject
    Download
    009869
  9. ଓଟିଭି✓@otvkhabar
    ଓଡ଼ିଶା ପାଇଁ ହେବ ସ୍ମରଣୀୟ ଦିନ...ଗୋଟିଏ ସ୍ଥାନରେ, ଗୋଟିଏ ମଞ୍ଚରେ, ଏକାଠି ରହିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ଏକାଠି ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି। #OdishaDevelopment #MayurbhanjNews #PMModi #DroupadiMurmu #HealthcareEducation #OTV
    Download
    106676
  10. Utkal Vikas@UtkalVikas
    ଆଧୁନିକ ପରିବହନକୁ ଗୁରୁତ୍ୱ… ଓଡ଼ିଶା ପାଇଁ ୪୦୦ ଇଲେକ୍ଟ୍ରିକ୍ ବସ୍ କେନ୍ଦ୍ର ସରକାରଙ୍କ PM-eBus Sewa ଯୋଜନା ଅଧୀନରେ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୦୦ଟି ଅତିରିକ୍ତ ଇଲେକ୍ଟ୍ରିକ୍ ବସ୍। #OdishaDevelopment #PM_eBusSewa #ElectricBus #ViksitBharat #Odisha #PublicTransport
    Download
    0016
  11. Dr.Durga Prasan Nayak@DurgaPNayak
    ନୂଆଦିଲ୍ଲୀ ଗସ୍ତ ସମାପ୍ତ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସୌଜନ୍ୟମୂଳକ ସାକ୍ଷାତ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଲି।
    Download
    10031
  12. Dr.Durga Prasan Nayak@DurgaPNayak
    @DurgaPNayak
    ଏହି ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଗସ୍ତ ଅବସରରେ ଇନଭେଷ୍ଟର୍ସ ମିଟ୍, ଭାରତ ଅକ୍ଷୟ ଉର୍ଜା ସମ୍ମିଳନୀରେ ଯୋଗଦାନ ସହିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା, ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତ୍ୱର ସହ ଉପସ୍ଥାପନ କରାଯାଇଛି ।
    1004
  13. Dr.Durga Prasan Nayak@DurgaPNayak
    @DurgaPNayak
    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓ ସକାରାତ୍ମକ ପ୍ରୟାସ ଓଡ଼ିଶାର ଶିଳ୍ପାୟନ, ପୁଞ୍ଜିନିବେଶ ଓ ସାମଗ୍ରିକ ବିକାଶକୁ ନୂତନ ଦିଗ ଦେବା ସହ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନରେ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ମୋର ଦୃଢ଼ ବିଶ୍ୱାସ। #ViksitOdisha #OdishaDevelopment #DelhiInvestorMeet #BharatRenewableEnergySummit
    0004
  14. Vkpandianfanclub@Vkpandianfancl1
    Odisha is at a crossroads. We need the architect of our future to step forward with the roadmap for a #DevelopedOdisha. To stay on the global map of progress, visionary leadership isn't just a want—it’s a necessity for our survival and growth. 🌅🚀 #OdishaDevelopment
    Download
    6556828
  15. ଓଟିଭି✓@otvkhabar
    କଟକରେ ସୁନ୍ଦର ବସଷ୍ଟାଣ୍ଡ ହୋଇସାରିଛି। ବ୍ରିଜ ତିଆରି କରିବାର ଯେଉଁ ପ୍ଲାନ କରାଯାଇଛି, ତାହାକୁ ସମ୍ପୂର୍ଣ୍ଣ କରାଯାଇଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ! SofiaFirdous #Cuttack #OdishaDevelopment #Infrastructure #Congress #CityDevelopment #OTV
    Download
    14905.3K
  16. Collector and DM, Sundargada@DMSundargarh
    ଆଜି ସଦଭାବନା ଭବନଠାରେ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। #DrinkingWaterProject #ReviewMeeting #OdishaDevelopment #MegaPipeWaterScheme
    Download
    2141.1K
  17. OPTCL@OPTCL_Odisha
    Today, Shri Manoj Ahuja, IAS,Chief Secretary, Govt. of Odisha, chaired a review meeting of OPTCL. Shri Bhaskar Sarma, IAS, CMD, along with Directors and senior officials, were present to discuss progress and future strategies for strengthening Odisha’s power transmission network.
    Download
    31281K
  18. Show more posts