Posts with #SnakeHelpLine

#SnakeHelpLine

Public posts on X that use #SnakeHelpLine.

Related hashtags

  1. ଓଟିଭି✓@otvkhabar
    ବର୍ଷାଦିନେ ସାପ କାମୁଡ଼ାରେ ଅନେକ ଲୋକ ପ୍ରାଣ ହରାନ୍ତି। ଯଦି ସାପ କାମ କାମୁଡ଼େ ତେବେ କେମିତି କରିବେ ପ୍ରାଥମିକ ଚିକିତ୍ସା? ଶୁଣନ୍ତୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ଠାରୁ... #Snakebite #FirstAid #SnakeHelpline #SubhenduMallik #HealthAwareness #PublicSafety #OdishaNews #OdishaTV #OTV
    Download
    05325.2K
  2. Collector and District Magistrate, Kendujhar@Dist_Kendujhar
    @DfoKeonjhar
    @DfoKeonjhar ଓ #SnakeHelpline ଙ୍କ ମିଳିତ ଆନୁକୂଲ୍ୟରେ ସାପ ଉଦ୍ଧାର ଓ ପୁନର୍ବାସ ସମ୍ପର୍କିତ ଏକ କ୍ଷମତା ବିକାଶ ଶିବିର ଆୟୋଜନ କରାଯାଇ ସୁରକ୍ଷିତ ଭାବେ ସାପ ଧରିବା, ପ୍ରାଥମିକ ଚିକିତ୍ସା ଓ ଆଇନର ବିଭିନ୍ନ ଦିଗ ବାବଦରେ ଜିଲ୍ଲାର ବନକର୍ମୀ, ସ୍ୱେଚ୍ଛାସେବୀ ଓ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। @CMO_Odisha @OdishaForest
    Download
    01367
  3. ଓଟିଭି✓@otvkhabar
    ଗଞ୍ଜାମ ଚିକିଟିରୁ ୧୨ ଫୁଟର ବିଶାଳ ଅହିରାଜ ସାପ ଉଦ୍ଧାର । ହୋଟେଲ ଭିତରୁ ଉଦ୍ଧାର କଲା ସ୍ନେକ ହେଲପ୍ ଲାଇନ୍ । #Snakehelpline #Ganjam #Ahiraj #Snake #Odisha #OTV
    Download
    01462.7K
  4. ଓଟିଭି✓@otvkhabar
    ପାରା ଭାଡିରେ ପଶିବାକୁ ଉଦ୍ୟମ କରି ଫସିଗଲା ନାଗ ସାପ । ପାରାଙ୍କୁ ଖାଇବାକୁ ଦେବା ପାଇଁ ଯିବା ବେଳେ ଝୁଲୁଥିବା ଏକ ସାପକୁ ଦେଖି ଦୌଡିଲେ ଘର ମାଲିକଙ୍କ ପୁଅ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । #Snake #Rescued #SnakeHelpline #OTV
    Download
    00528.2K
  5. ଓଟିଭି✓@otvkhabar
    ବଡମ୍ବା ବ୍ଲକ ଅନ୍ତର୍ଗତ ବଡ଼ କମ୍ବିଲୋ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ଘରୁ ୧୫ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ । #kingcobra #Badamba #Snakehelpline #OTV
    Download
    01241.4K
  6. Prameya News7✓@NEWS7Odia
    ସାପ ମଣିଷ ଗିଳିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ; ଏହି ଘଟଣାକୁ ଖଣ୍ଡନ କରିଛି ସ୍ନେକ୍ ହେଲ୍ପ ଲାଇନ୍ #SnakeHelpline #PythonVideo #ManMissing #Odisha
    Download
    005
  7. News18 Tamil Nadu✓@News18TamilNadu
    #News18Special | கோவையில் பாம்புகளிடம் இருந்து மக்களை காக்கும் தன்னார்வலர் பாம்புகளை பிடிக்க ஹெல்ப் லைன் அமைத்து உதவி வருகிறார் #SnakeHelpline #coimbatore #Snake
    Download
    0016
  8. IBC24 News✓@IBC24News
    40 फीट गहरे कुएं में गिरा अजगर सांप। #SnakeHelpline की मदद से ऐसा निकाला गया बाहर। देखिए.. #Odisha फॉलो करें: @SHRAWAN_TAMBOLI
    Download
    001166
  9. Show more posts